ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା : ସରକାରୀ କର୍ମଚାରୀଙ୍କ ବେତନ ଓ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି

ଇସଲାମାବାଦ: ନିର୍ଦ୍ୱନ୍ଦରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବଡ଼ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୨୫୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ଶେହବାଜ। ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ସେ ତାଙ୍କର ପ୍ରଥମ ଭାଷଣ ଦେବାବେଳେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ … Continue reading ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା : ସରକାରୀ କର୍ମଚାରୀଙ୍କ ବେତନ ଓ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି